Home ରାଜ୍ୟ

ରାଜ୍ୟ

ବିଜେପୁର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ନାମ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରମୁଖ ତିନି ରାଜନୈତିକ ଦଳ ଶାସକ ବିଜେଡି,...

ଆଜିଠୁ ‘ମୋ ସରକାର’: ମୁଖ୍ୟମନ୍ତ୍ରୀ ନେବେ ଫିଡ୍‌ବ୍ୟାକ୍‌

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ‘ମୋ ସରକାର କାର୍ଯ୍ୟକ୍ରମ’। ଏହି କାର୍ଯ୍ୟକ୍ରମ ଜରିଆରେ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ। ସରକାରୀ ସେବାରେ ଲୋକେ କେତେ ସନ୍ତୁଷ୍ଟ, ଥାନା ବାବୁଙ୍କ ବ୍ୟବହାର,...

“କଥା କଳିକା’ର ଆଂଚଳିକ ସାହିତ୍ୟିକ ସମାବେଶ- ଓଡ଼ିଆ ସାହିତ୍ୟର ବ୍ୟାପକ ଅନୁବାଦର ଆବଶ୍ୟକତା ରହିଛି : ରାଜ୍ୟପାଳ

ଭୁବନେଶ୍ୱର, (ଟୁଡେ ରିପୋର୍ଟ)- ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ଐତିହ୍ୟ ଓ ପରଂପରା ରହିଛି । ଏହା ବିଶ୍ୱ ଦରବାରରେ ପହଂଚିବା ଦରକାର । ବନ୍ଦେ ଉତ୍କଳ ଜନନୀକୁ ବନ୍ଦେ ବିଶ୍ୱ...

ଦୁର୍ଗା ପୂଜାରେ ଟ୍ୱିନ୍ ସିଟି ଜଗିବେ ୬୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ଭୁବନେଶ୍ୱର, (ଟୁଡେ ରିପୋର୍ଟ)- ଆସନ୍ତା ଦୁର୍ଗା ପୂଜାରେ ଦେବୀ ପୀଠ ଗୁଡିକୁ ଛାଡି ଭୁବନେଶ୍ୱରରେ ୧୭୮ ମେଢ ହେବାକୁ ଯାଉଛି । ସେହିପରି ୫ ଟି ସ୍ଥାନରେ ରାବଣ ପୋଡିର ଆୟୋଜନ କରାଯାଇଛି...

କୌଣସି ଶରଣାର୍ଥୀକୁ ଯିବାକୁ ଦେବୁ ନାହିଁ, କୌଣସି ଅନୁପ୍ରବେଶକାରୀଙ୍କୁ ରହିବାକୁ ଦେବୁ ନାହିଁ – ଅମିତ ଶାହ

ନୂଆଦିଲ୍ଲୀ, (ଟୁଡେ ରିପୋର୍ଟ): କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଖୁବ ଶୀଘ୍ର ସିଟିଜେନସିପ ଆମେଣ୍ଡମେଂଟ ବିଲ ପାରିତ କରାଯିବ । ସମସ୍ତ ଶରଣାର୍ଥୀ ମାନଙ୍କୁ ଭାରତର ନାଗରିକତା ପ୍ରଦାନ...

ବିଏମ୍‌ସି ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ‘ମୁଁ ସଫେଇ ବାଲା’ ଅଭିଯାନ

ଭୁବନେଶ୍ବର: ରାଜଧାନୀରେ ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ବିଏମ୍‌ସି ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ‘ମୁଁ ସଫେଇ ବାଲା’ ଅଭିଯାନ। ସ୍କୁଲ ଛାତ୍ରଛାତ୍ରୀ ଏବଂ ଆବାସିକ କଲ୍ୟାଣ ସଂଘ ମାଧ୍ୟମରେ ଏହି...

୩ ତାରିଖଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟର କିଛି ଜାଗାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି...

ଆଦାନୀ ଧାମରା ପୋର୍ଟରେ ନୂଆଖାଇ ଭେଟଘାଟ୍

ଭଦ୍ରକ, (ଟୁଡେ ରିପୋର୍ଟ)-- ନୂଆ ଧାନ ସହ ନୂଆ ଆଶା, ପ୍ରେମ, ଭାତୃତ୍ୱ ତଥା ଆନନ୍ଦର ଉତ୍ସବ ନେଇ ଆସିଥିବା ନବାନ୍ନ ପର୍ବ ‘ନୂଆଖାଇ ଭେଟ୍ଘାଟ’ ଧାମରା ପୋର୍ଟ ପରିସରରେ ପାଳିତ ହୋଇଯାଇଛି...

ଆସନ୍ତାକାଲି ଓଡିଶା ଆସିବେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ

ଭୁବନେଶ୍ୱର, (ଟୁଡେ ରିପୋର୍ଟ)- କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସନ୍ତାକାଲି ୪ଦିନିଆ ଓଡିଶା ଗସ୍ତରେ ଆସିବେ । ଓଡିଶା ଗସ୍ତ ବେଳେ ଶ୍ରୀ ସିଂହ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା...

ମ୍ୟାନେଜମେଂଟର ଶ୍ରେଷ୍ଠ ଶାସ୍ତ୍ର ହେଉଛି ମହାଭାରତ : ରାଜ୍ୟପାଳ

ଭୁବନେଶ୍ୱର, (ଟୁଡେ ରିପୋର୍ଟ)- ମ୍ୟାନେଜ୍ମେଂଟ୍ ବା ପରିଚାଳନା ବିଦ୍ୟାରେ ଦକ୍ଷତା ହାସଲ କରିବାକୁ ହେଲେ ମହାଭାରତ ଅଧ୍ୟୟନ ନିହାତି ଜରୁରୀ; କାରଣ ଏଥିରେ ଏହାର ସଫଳ ପ୍ରୟୋଗର ଭୁରୁ ଭୁରି ଉଦାହରଣ ରହିଛି...

ଆଗାମୀ ଦିନରେ ଓଡ଼ିଶାକୁ ଟପ୍ ୩ରେ ପହଂଚାଇବା ପାଇଁ ଉଦ୍ୟମ କରିବା ଦରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଟୁଡେ ରିପୋର୍ଟ)- ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କରେ ଓଡ଼ିଶା ୧୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ପହଂଚିଥିବା ଉପରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ପ୍ରଥମ ୩ଟି ସ୍ଥାନରେ...

ଶ୍ରମିକଙ୍କ ମୂଳ ଆକାଂକ୍ଷା ପୂରଣ ବିନା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା, (ଟୁଡେ ରିପୋର୍ଟ)- ଶ୍ରମିକ ତଥା କର୍ମଚାରୀମାନେ ରାଉରକେଲାରେ ଇସ୍ପାତ୍ ଶିଳ୍ପର ମେରୁଦଣ୍ଡ । ସେହିପରି ଯେଉଁ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ମୂଳ ଅପେକ୍ଷା କିମ୍ବା ଆକାଂକ୍ଷାକୁ ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ...

Most Read

କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ : ଅବସ୍ଥା ଗୁରୁତର

ଭୁବନେଶ୍ୱର : ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ...

୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କାଳବୈଶାଖୀ ନେଇ ଗୁରୁବାର ଦିନ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ। ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲା ଲାଗି ସତର୍କ ସୂଚନା ଜାରି...

ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା।

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି। କ୍ୟାଟେଗୋରୀ -A...

ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀରେ ପହଞ୍ଚିଛନ୍ତି ଏୟାରପୋର୍ଟ ଅଥୋରିଟିର ଏକ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟ ଅଥୋରିଟି ସହ କେନ୍ଦ୍ରୀୟ ଏୟାରପୋର୍ଟ ଅଥୋରିଟିର...