Home ରାଜନୀତି

ରାଜନୀତି

ଦେଶର ଆର୍ଥିକ ଦୁର୍ଗତି ଲାଗି ମୋଦୀ ଦାୟୀ କହି କଟାକ୍ଷ କଲେ ରାହୁଲ

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ସଭାପତି ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରୁଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସିକରେ ଦେଶର ଜିଡ଼ିପି ୭.୫% ହ୍ରାସକୁ...

ଉତ୍କଳବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ...

ପୁରୀରେ ଜାରି ହେଲା ୧୪୪ ଧାରା , ପତିତପାବନଙ୍କୁ ଦେଖି ପାରିବେନି ଭକ୍ତ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ  ୧୪୪ ଧାରା ଲାଗୁ କରାଯାଇଛି । ଆଜି ରାତି 2ରୁ ନାଗାର୍ଜୁନ ବେଶ ସରିବା ପର୍ଯ୍ୟନ୍ତ ଏହି ନିୟମ ବଳ ବତ୍ତର ରହିବ ।

ନହରକଣ୍ଟା ମିନି ଷ୍ଟାଡିୟମ କୁ ଏକ ବୃହତ ଷ୍ଟାଡିୟମର ରୂପ ଦେବାର କାମ ଆରମ୍ଭ ହେବ

ଓଡିଶା ବିକାଶ ର ଯୁବ ପ୍ରତିଭାବାନ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ତଥା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ର ଉନ୍ନତି କଥା ଚିନ୍ତା କରୁଥିବା,ଯୁବ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର...

ଟୀକା ଆଶା ଦେଲା ରୁଷ : ୭୫୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ସ୍ପୁଟନିକ-ଭି, ଖୁବ ଶୀଘ୍ର ହେବ ଉପଲବ୍ଧ

ମାସେ ଦୁଇମାସ ମଧ୍ୟରେ କରୋନା ଟୀକା ଉପଲବ୍ଧ ହେବ ବୋଲି ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଟୀକା କେବେ ମିଳିବ? ଏହାର ମୂଲ୍ୟ କେତେ ହେବ? କେଉଁମାନଙ୍କୁ...

କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣାରେ ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ : ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ସେପ୍ଟେମ୍ବର ୯ ରେ ବାନ୍ଦ୍ରାରେ ଥିବା  କଙ୍ଗନା ରଣାଓ୍ବତଙ୍କ ଘରକୁ ବେଆଇନ ଦର୍ଶାଇ ଭାଙ୍ଗିଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବମ୍ବେ ହାଇକୋର୍ଟ ଏହି...

ଓଡ଼ିଶାରେ ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ଆଭ୍ୟନ୍ତରୀଣ ସଂସଦୀୟ ସଂଘ(ଆଇପିୟୁ)ର ଅଡିଟର ଭାବେ ନିର୍ବାଚିତ ହେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ, ସମ୍ଭାଳିବେ ଅନ୍ତରାଷ୍ଟ୍ରୀୟ ପ୍ରତିଷ୍ଠାନର ନୂତନ ଦାୟିତ୍ଵ

ନୂଆଦିଲ୍ଲୀ : ଭାରତ ନିୟନ୍ତ୍ରକ ଓ ମହାଲେଖା ନୀରିକ୍ଷକ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଆଭ୍ୟନ୍ତରୀଣ ସଂସଦୀୟ ସଂଘ(ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ)ର ଅଡିଟର ଭାବେ ନିର୍ବାଚିତ ହୋଇଛନ୍ତି। ତିନି ବର୍ଷ ପର୍ଯ୍ୟନ୍ତ ସେ ଏହି...

ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ : କମ୍ପିବ ଗୃହ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଦିବେସନ ।  ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଷୋଡ଼ଶ ବିଧାନସଭାର ପଞ୍ଚମ ଅଧିବେଶନ ପାଇଁ ଶାସକ ଦଳ ସହ ବିରୋଧୀ ଦଳ ମଧ୍ୟ...

କେନ୍ଦ୍ର ସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍‍ ଅଫ୍‍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ମିଳିଛି , ଧର୍ମେନ୍ଦ୍ର

ନୂଆଦିଲ୍ଲୀଠାରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍‍ ଏକରେଜ୍‍ ଲାଇସେନ୍ସି ପଲିସି(ଓଏଏଲପି)ର ପଞ୍ଚମ ବିଡ଼୍‍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ...

ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି ବିଶ୍ୱ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ତୃତୀୟ ବାର୍ଷିକ ବୈଠକରେ ଉଦବୋଧନ ଦେବା ଅବସରରେ ଭାରତର ସ୍ମାର୍ଟ ସିଟି ମିଶନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତିରେ ସହାୟତା କରିଥିବା...

ୟଙ୍ଗଫୋନିକ୍ସ ସ୍କୁଲର ଦାଦାଗିରି

ଭୁବନେଶ୍ୱର : ବେସରକାରୀ ସ୍କୁଲ ଫୀ ମାମଲାରେ ଓଡିଶା ହାଇକୋର୍ଟ କେସ ନମ୍ବର 5460/2020 ରେ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ, ଅଭିଭାବକମାନେ ଫୀ ନଦେଇ ପାରିଲେ ମଧ୍ୟ ଛାତ୍ର-ଛାତ୍ରୀ ମାନଙ୍କୁ ଅନଲାଇନ...

Most Read

କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ : ଅବସ୍ଥା ଗୁରୁତର

ଭୁବନେଶ୍ୱର : ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ...

୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କାଳବୈଶାଖୀ ନେଇ ଗୁରୁବାର ଦିନ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ। ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲା ଲାଗି ସତର୍କ ସୂଚନା ଜାରି...

ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା।

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି। କ୍ୟାଟେଗୋରୀ -A...

ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀରେ ପହଞ୍ଚିଛନ୍ତି ଏୟାରପୋର୍ଟ ଅଥୋରିଟିର ଏକ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟ ଅଥୋରିଟି ସହ କେନ୍ଦ୍ରୀୟ ଏୟାରପୋର୍ଟ ଅଥୋରିଟିର...