Home ବାଣିଜ୍ୟ

ବାଣିଜ୍ୟ

ଦାୟିତ୍ୱ ଗ୍ରହଣ କଲେ ସିିଜିଏସ୍‌ଟି ଓ କଷ୍ଟମ୍ସ ବିଭାଗର ଭୁବନେଶ୍ୱର ଜୋନ୍‌ର ନୂଆ ମୁଖ୍ୟ କମିଶନର୍‌

ଭୁବନେଶ୍ୱର(ଟୁଡେ ରିପୋର୍ଟ): ସିଜିଏସ୍‌ଟି ଓ କଷ୍ଟମ୍ସ ବିଭାଗର ଓଡିଶା, ଭୁବନେଶ୍ୱର ଜୋନ୍‌ର ନୂତନ ମୁଖ୍ୟ ଆୟୁକ୍ତ ବା ଚିଫ୍ କମିଶ୍‌ନର ଭାବେ ଆଇଆର୍‌ଏସ୍ ଶ୍ରୀ ଆର୍ ମଙ୍ଗା ବାବୁ ଦାୟିତ୍ୱ ଗ୍ରହଣ କରିଛନ୍ତି...

କମିଲା ସୁନା ଦର

ନୂଆଦିଲ୍ଲୀ: ସୁନା ଦର ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଛି । କରୋନା ଭାଇରସ୍‌ ପ୍ରଭାବରେ ସୁନାଦର ହ୍ରାସ ପାଇଛି । ଏମ୍‌ସିଏକ୍ସରେ ସୁନାଦର ପ୍ରତି ୧୦ ଗ୍ରାମ ୦.୧୯ ପ୍ରତିଶତ ହ୍ରାସ ପାଇ...

ଆଇଏମ୍‌ଏଫ୍‌ର ନୂଆ ଆକଳନ : ଭାରତର ଅଭିବୃଦ୍ଧି ୪.୮%କୁ ଖସିବ

ଡାଭୋସ : ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୮ ପ୍ରତିଶତକୁ ଖସିଯିବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ଆଜି ନୂଆ ଆକଳନରେ ଏହା କୁହାଯାଇଛି। ପୂର୍ବରୁ ଗତ ଅକ୍ଟୋବରରେ ଆଇଏମଏଫ ଏହାର...

ବୃହତ ସଂସ୍ଥା ବର୍ଗରେ ଟାଟା ଷ୍ଟିଲକୁ ୨୦୨୦ ପାଇଁ ଭାରତର ଶ୍ରେଷ୍ଠ କର୍ମସ୍ଥଳ ସ୍ୱୀକୃତି

ଭୁବନେଶ୍ୱର, (ଟୁଡେ ରିପୋର୍ଟ): ଟାଟା ଷ୍ଟିଲ୍କୁ ୫୦୦ରୁ ଅଧିକ ଏବଂ ୫୦ ହଜାରରୁ କମ୍ କର୍ମଚାରୀଙ୍କ “ବୃହତ ବର୍ଗ’ରେ ଭାରତର ସବୁଠୁ ଶ୍ରେଷ୍ଠ କର୍ମସ୍ଥଳ ସଂସ୍ଥା ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି ।...

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଉଦ୍ଧବ ଠାକରେ । ସଂଧ୍ୟା ୬ଟା ୪୦ ମିନିଟରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ...

ଆଦାନୀ ଫାଉଣ୍ଡେସନକୁ ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ ପୁରସ୍କାର

ଭଦ୍ରକ, (ଟୁଡେ ରିପୋର୍ଟ)- ମତ୍ସ୍ୟଜୀବୀ ସମୁଦାୟଙ୍କ ଜୀବନଶୈଳୀରେ ପରିବର୍ତନ ଆଣିଥିବାରୁ ଆଦାନୀ ଫାଉଣ୍ଡେସନକୂୁ ‘ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ’ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଗୋଆଠାରେ ଆପେକ୍ସ ଇଣ୍ଡିଆ ଓଏସ୍ଏଚ୍ଇ...

Most Read

କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ : ଅବସ୍ଥା ଗୁରୁତର

ଭୁବନେଶ୍ୱର : ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ...

୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କାଳବୈଶାଖୀ ନେଇ ଗୁରୁବାର ଦିନ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ। ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲା ଲାଗି ସତର୍କ ସୂଚନା ଜାରି...

ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା।

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି। କ୍ୟାଟେଗୋରୀ -A...

ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀରେ ପହଞ୍ଚିଛନ୍ତି ଏୟାରପୋର୍ଟ ଅଥୋରିଟିର ଏକ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟ ଅଥୋରିଟି ସହ କେନ୍ଦ୍ରୀୟ ଏୟାରପୋର୍ଟ ଅଥୋରିଟିର...