Home ଗଳ୍ପ/ପ୍ରବନ୍ଧ/କବିତା

ଗଳ୍ପ/ପ୍ରବନ୍ଧ/କବିତା

ଆୟକର ରିଟର୍ଣ୍ଣ ପ୍ରଦାନ : ବିଧି ବ୍ୟବସ୍ଥା

ଶରତ ଦାଶ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡେ ପରବର୍ତ୍ତୀ ଆର୍ଥିକ ବର୍ଷରେ, ଯାହାକୁ ଆୟକର ଆଇନରେ କର ନିର୍ଦ୍ଧାରଣ ବର୍ଷ ବା "ଆସେସମେଣ୍ଟ ୟିଅର" ବୋଲି...

ବଡ଼ଦିନ : ଯୀଶୁଙ୍କ ଧରାବତରଣ

ବିପିନ ବିହାରୀ ମହାନ୍ତି ଏକଦା ବାଗ୍ମୀ ଆଚାର୍ଯ୍ୟ ବଲ୍ଲଭ ଶାସ୍ତ୍ରୀଙ୍କୁ ତାଙ୍କର ଶିଷ୍ୟ ପଚାରିଲେ, ‘ଆଜ୍ଞା ଏବେ ଭଗବାନ ଅବତାର ଗ୍ରହଣ କରିବା କ’ଣ ବନ୍ଦ ହୋଇଗଲା ? କାରଣ ଏବେ ତ...

ବିଶ୍ୱ ପ୍ରେମର ବାର୍ତ୍ତାବହ ଅଟେ ଖ୍ରୀଷ୍ଟମାସ

ଉମା ଶଙ୍କର ପ୍ରସାଦ ଯୀଶୁ ବିଶ୍ୱରେ ଦିବ୍ୟ, ସମ୍ପୂର୍ଣ୍ଣ ପ୍ରେମର ଶିକ୍ଷା ଦେଇଥିଲେ । ସେ ଦୟା ଓ ଦାନର ଉଚ୍ଚ ପ୍ରଶଂସା କରିଥିଲେ । ତାଙ୍କ ମତରେ “ଦାନ ଗ୍ରହଣ ଅପେକ୍ଷା...

ସଡକ ଦୁର୍ଘଟଣା

ସୌଭାଗ୍ୟ ରଂଜନ ମହାନ୍ତି ରାଜ୍ୟରେ ଗତ ୯ମାସ ମଧ୍ୟରେ ଅର୍ଥାତ୍ ଜାନୁୟାରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ସଡକ ଦୁର୍ଘଟଣା ନେଇ “ସୁପ୍ରିମକୋର୍ଟ କମିଟି ଅନ ରୋଡ ସେଫ୍ଟି” ଯେଉଁ ତଥ୍ୟ ଦେଇଛନ୍ତି,...

ଶଙ୍ଖଧ୍ୱନି

ଦୀନବନ୍ଧୁ ନାୟକ ଶଙ୍ଖଧ୍ୱନି ପବିତ୍ର ଧ୍ୱନି । ଏହା କର୍ଣ୍ଣ କୁହରରେ ପ୍ରବେଶ କରିବା ମାତ୍ରେ ସମସ୍ତ ନକାରାତ୍ମକ ଭାବନା ଦୂର ହୋଇଯାଏ । ଯେତେ କମ୍ ସମୟ ପାଇଁ ହେଉ ପଛକେ ଏକ...

ଗୋପବନ୍ଧୁଙ୍କ କବିତା କୃତିରେ ଶ୍ରୀ ଜଗନ୍ନାଥ ଓ ନୀଳାଚଳଧାମ

ଚଳମାନ ସମୟରେ କ୍ରମବିକାଶ କ୍ରମେ ବହୁ ଯୋଗଜନ୍ମାଙ୍କର ଲେଖନୀ ସ୍ପର୍ଶରେ ସାହିତ୍ୟ ଆଜି ରସାଳ । ତୁଷାର ପିଣ୍ଡରୁ ଯେପରି କାଳକଳ ନିନାଦିନୀ ନିଝରିଣୀର ସୃଷ୍ଟି । ଶାମୁକାନ୍ତରାଳରୁ ଯେପରି ମୁକ୍ତାରତ୍ନର ଉତ୍ପତ୍ତି...

ଜୀବନ, ଜୀବିକା ଓ ମହାମାରୀ

ମାନବ ସମାଜର ଇତିହାସରେ ଜୀବନ ଓ ଜୀବିକାର ସୁରକ୍ଷା ସର୍ବଦା ସମାଜ ଏବଂ ରାଷ୍ଟ୍ରର ପ୍ରଥମ କର୍ତ୍ତର୍ବ୍ୟ । ଅତୀତରେ ସ୍ପେନିସ ଇନ୍‌ଫ୍ଲୁଏଞ୍ଜା(୧୯୧୮-୨୦), ବୁବୋନିକ୍ ପ୍ଲେଗ୍‌(୧୩୪୬-୫୩), ଏସିଆନ୍ ଫ୍ଲୁ, କଲେରା, ସ୍ମଲ୍‌ପକ୍‌ସ ଭଳି...

ଗ୍ରାମସଭା ପାର୍ଲାମେଂଟ୍‌ଠାରୁ ଉଚ୍ଚରେ : କେତେ ମିଛ, କେତେ ସତ

ଅଚ୍ୟୁତ ଦାସ ବିଶିଷ୍ଟ ପ୍ରଶାସକ ଏବଂ ଜାତୀୟ ଆଦିବାସୀ କମିଶନର ଅଧ୍ୟକ୍ଷ ଡ. ବି.ଡ଼ି.ଶର୍ମା ପେସା ଆଇନ୍ (The Provision of the Panchayat (Extension in the Scheduled Areas) Act, 1996...

ଆଦିବାସୀ ସାଂସ୍କୃତିକ ସମ୍ପଦର ସଂକଟ

ଅଚ୍ୟୁତ ଦାସ ନବେ ଦଶକର ପ୍ରାରମ୍ଭରେ କାଶୀପୁରଠାରେ ଆମ ଆଦିବାସୀ ଭାଇଭଉଣୀ ଯେଉଁମାନେ ରାତି ସ୍କୁଲରେ ପାଠ ପଢ଼ାନ୍ତି ଓ ଆମେ ଯାହାକୁ ଶ୍ରଦ୍ଧାରେ ଗୁରୁଭାଇ ଗୁରୁଭଉଣୀ ଡାକିଥାଉ, ଏକଦା ଏକ ବିଶାଳ ସମାବେଶରେ...

ଗ୍ରାମସଭା ପାର୍ଲାମେଂଟ୍‌ଠାରୁ ଉଚ୍ଚରେ : କେତେ ମିଛ, କେତେ ସତ

ଅଚ୍ୟୁତ ଦାସ ବିଶିଷ୍ଟ ପ୍ରଶାସକ ଏବଂ ଜାତୀୟ ଆଦିବାସୀ କମିଶନର ଅଧ୍ୟକ୍ଷ ଡ. ବି.ଡ଼ି.ଶର୍ମା ପେସା ଆଇନ୍ (The Provision of the Panchayat (Extension in the Scheduled Areas) Act, 1996...

ଜଗତୀକରଣ ବନାମ ବି-ଜଗତୀକରଣ

  ଅଚ୍ୟୁତ ଦାସ ଗତ ନୂଆବର୍ଷ ଆରମ୍ଭରେ ଏ ଦଶକ (୨୦୨୦-୨୦୨୯) ଆରମ୍ଭରେ ସାରା ପୃଥିବୀରେ ଗୋଟିଏ କଥା ଆଲୋଚନା ଚାଲିଛି ଓ ଏଥିରେ ସାମିଲ ହୋଇଛନ୍ତି ଅର୍ଥନୀତି ବିଶେଷଜ୍ଞ, ରାଜନୀତିଜ୍ଞ, ସମାଜବିଜ୍ଞାନୀ ଓ ନାଗରିକ...

ଆଦ୍ୟ ଶୈଶବରେ ନବ ଉନ୍ମେଷଣ : ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର କୁରୁମପେଣ୍ଟ

ଲୋକନାଥ ପଣ୍ଡା ରାୟଗଡ଼ ସହରର ୧୦ କିଲୋମିଟର ଦୂରରେ ଜେ.କେ. କାଗଜକଳକୁ ନେଇ ଗଢ଼ି ଉଠିଛି ଜେ.କେ.ପୁର ଛୋଟିଆ ସହର । କାଗଜକଳ ନିମନ୍ତେ ଜେ.କେ.ପେପର ମିଲ୍‍ ପରିଚିତ ଏବଂ ପେପର ମିଲକୁ ନେଇ...

Most Read

କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ : ଅବସ୍ଥା ଗୁରୁତର

ଭୁବନେଶ୍ୱର : ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ...

୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କାଳବୈଶାଖୀ ନେଇ ଗୁରୁବାର ଦିନ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ। ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲା ଲାଗି ସତର୍କ ସୂଚନା ଜାରି...

ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା।

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି। କ୍ୟାଟେଗୋରୀ -A...

ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀରେ ପହଞ୍ଚିଛନ୍ତି ଏୟାରପୋର୍ଟ ଅଥୋରିଟିର ଏକ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟ ଅଥୋରିଟି ସହ କେନ୍ଦ୍ରୀୟ ଏୟାରପୋର୍ଟ ଅଥୋରିଟିର...