ରାଜ୍ୟ

ଜାତୀୟ

କୃଷକ ଆନେ୍ଦାଳନ : ଗୁପ୍ତଚର ଏଜେନସି ଦିଲ୍ଲୀ ପୋଲିସକୁ କଲେ ସତର୍କ

ନୂଆଦିଲ୍ଲୀ  : ଗୁପ୍ତଚର ଏଜେନସି ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ଏଜେନସିକୁ ସତର୍କ କରାଇଛି । ଗୁପ୍ତଚର ଏଜେନସି ଅନୁଯାୟୀ ପାକିସ୍ଥାନ ଭିତିକ ଆଇଏସଆଇର ପ୍ରତିନିଧିମାନେ ଚାଷୀଙ୍କ ନାମରେ ବିଶୃଙ୍ଖଳା ବିସ୍ତାର କରି...

ଅଯୋଧ୍ୟା ବିକାଶ ଯୋଜନା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର...

କରୋନାରେ ଦେଶରେ ୫୪,୦୬୯ ନୂଆ ମାମଲା

ନୂଆଦିଲ୍ଲୀ  : ଦେଶରେ ଗତ ୨୪ଘଂଟା  ମଧ୍ୟରେ ୫୪,୦୬୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି  । ଏହି ସମୟ ମଧ୍ୟରେ ମୋଟ ୧,୩୨୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାଶ୍ମୀର ନେତାଙ୍କ ଆଲୋଚନା ପୂର୍ବରୁ ନିୟନ୍ତ୍ରଣରେଖାରେ ୪୮ ଘଣ୍ଟା ପାଇଁ ହାଇ ଆଲର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାଶ୍ମୀର ନେତାଙ୍କ ଆଲୋଚନା ପୂର୍ବରୁ ନିୟନ୍ତ୍ରଣରେଖାରେ ୪୮ ଘଣ୍ଟା ପାଇଁ ହାଇ ଆଲର୍ଟ ଜାରି ହୋଇଛି । ଏହା ସହିତ ରାଜ୍ୟରେ ହାଇ ସ୍ପିଡ୍ ଇଣ୍ଟରନେଟକୁ...

ଦିଲ୍ଲୀ ସ୍ଥିତ ସିଜିଏଚ୍ଏସ୍ ଡିସପେନସେରୀ ହସ୍ପିଟାଲର ଟିକା କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ସରୋଜିନୀ...

ଦେଶରେ ୨୪ ଘଣ୍ଟାରେ ୫୮,୪୧୯ ନୂଆ ମାମଲା

ନୂଆଦିଲ୍ଲୀ  : ଦେଶରେ ଗତ ୨୪ଘଂଟା ମଧ୍ୟରେ ୫୮,୪୧୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି  । ଏହି ସମୟ ମଧ୍ୟରେ ମୋଟ ୧୫୭୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି...

ଅନ୍ତର୍ଜାତୀୟ

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ । ଗତ ବୁଧବାର କ୍ୟାପିଟଲ ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କରାଯାଇ ଆମେରିକା କଂଗ୍ରସର ପ୍ରତିନିଧି ସଭାରେ ଏଥିନେଇ...

ଟୀକା ଆଶା ଦେଲା ରୁଷ : ୭୫୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ସ୍ପୁଟନିକ-ଭି, ଖୁବ ଶୀଘ୍ର ହେବ ଉପଲବ୍ଧ

ମାସେ ଦୁଇମାସ ମଧ୍ୟରେ କରୋନା ଟୀକା ଉପଲବ୍ଧ ହେବ ବୋଲି ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଟୀକା କେବେ ମିଳିବ? ଏହାର ମୂଲ୍ୟ କେତେ ହେବ? କେଉଁମାନଙ୍କୁ...

୨୬/୧୧ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଥିଲେ ମନମୋହନ ସିଂହ

ଓ୍ଵାଶିଂଟନ ୧୭।୧୧: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ପ୍ରକାଶିତ ହେବା ପରଠୁ ଭାରତୀୟ ରାଜନୀତିର ଅନେକ ପ୍ରସଙ୍ଗ ଏବେ ସରଗରମ ହୋଇ ଉଠିଛି। ଓବାମା ନିଜର ନୂତନ...

ରାଜନୀତି

ସମ୍ବିତ ପାତ୍ରଙ୍କୁ ଓକିଲ ନୋଟିସ୍ ପଠାଇଲେ ମହମ୍ମଦ ମୋକିମ୍

କଟକ : ପରୀ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛି। ଉଭୟ ଦଳ ପରସ୍ପରକୁ ବିଜେଡିର ସମାନ ବିଚାରଧାରାର ଆରୋପ ଲଗାଉଛନ୍ତି। ଅନ୍ୟପଟେ  ବିଜେପି ରାଷ୍ଟ୍ରୀୟ...

Stay Connected

16,985FansLike
2,458FollowersFollow
61,453SubscribersSubscribe

ମନୋରଞ୍ଜନ

ରାଜୀବ କପୁରଙ୍କ ପରଲୋକ

‘ରାମ ତେରୀ ଗଙ୍ଗା ମୈଲୀ’ରୁ ମିଳିଥିଲା ପରିଚୟ ନୂଆଦିଲ୍ଲୀ  : ବଲିଉଡ ଅଭିନେତା ଋଷୀ କପୁର ଓ ରଣଧୀର କପୁରଙ୍କ ଭାଇ ରାଜୀବ କପୁର(୫୮)ଙ୍କର ମଙ୍ଗଳବାର ଅପରାହ୍ଣରେ ପରଲୋକ ହୋଇଯାଇଛି । ତାଙ୍କର ମୃତୁ୍ୟ...

ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ହେବ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଭୁବନେଶ୍ୱର: କୋଣାର୍କର ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି। ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋତ୍କୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ। ଏହା ଦର୍ଶକମାନଙ୍କ ନିମନ୍ତେ ସପୂର୍ଣ୍ଣ...

ସୁର ଭାଇଙ୍କ ସ୍ୱର ଶୁଣିବ ଓଡ଼ିଶା

ଭୁବନେଶ୍ବର: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁରେଶ କୁମାର ରାଉତରାୟ। ତାହା ପୁଣି ରାପ। ଜଣାଶୁଣା ସଙ୍ଗୀତ ନିର୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ...

ବଲିଉଡ୍ ଅଭିନେତା ଆସିଫ୍ ବସରାଙ୍କ ଆତ୍ମହତ୍ୟା

ମୁମ୍ବାଇ : ବଲିଉଡ ଅଭିନେତା ଆସିଫ ବସରା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଦିନ ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡ୍ ସ୍ଥିତ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି। ତେବେ...

ଲାଇଫ ଷ୍ଟାଇଲ

ମହାନ୍ ବିପ୍ଳବୀ – ବାଘା ଯତୀନ୍‌

ଅକ୍ଷୟ କୁମାର ରାଉତ ପ୍ରତି ଯୁଗରେ, ପ୍ରତି ଦେଶରେ ଦେଶପ୍ରେମୀଙ୍କର ଆର୍ବିଭାବ ଘଟେ । ଭାରତବର୍ଷର ଇତିହାସକୁ ଅନୁଶୀଳନ କଲେ ଅନେକ ଦେଶଭକ୍ତଙ୍କର ନାମ ଓ କାର୍ଯ୍ୟାବଳୀ ଦେଖିବାକୁ ମିଳେ । ଯେଉଁ କେତେ...

କୋଭିଡ୍‌ ଟୀକାକରଣକୁ ଏକ ଜନ-ଅଭିଯାନର ରୂପ ଦେବାକୁ ଓଡ଼ିଶା ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ନିତି ଆୟୋଗ ସାବାସୀ ପାଇବା ପରେ ବର୍ତ୍ତମାନ ଓଡ଼ିଶା ଜାତୀୟ ସ୍ତରରେ କୋଭିଡ୍‌ ଟୀକାକରଣ ପ୍ରସ୍ତୁତିରେ ଏକ ପ୍ରଶଂସନୀୟ ସ୍ଥିତି ହାସଲ କରିଛି। ଆଜି...

ଭ୍ୟାକ୍‌ସିନ୍ ସଂରକ୍ଷଣକୁ ଫୋକସ୍‌: କୋଭିଡ-୧୯ ଭ୍ୟାକ୍‌ସିନ୍‌ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରିବାକୁ ରାଜ୍ୟଗୁଡ଼ିକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ବଢ଼ୁଥିବା କରୋନା ସଂକ୍ରମଣ ଓ ଭ୍ୟାକସିନ୍‌ ବିତରଣ ଉପରେ ଆଲୋଚନା...

ବାଣିଜ୍ୟ

ଡିସେମ୍ବର ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ: ଜାଣନ୍ତୁ ଆମ ଖବରରେ

ନୂଆଦିଲ୍ଲୀ  : ଡିସେମ୍ବର ମାସରେ ୧୦ରୁ ଅଧିକ ଛୁଟି ଦିନ ପଡୁଛି । ଏହି ସମୟରେ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍...

ଟୀକା ଆଶା ଦେଲା ରୁଷ : ୭୫୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ସ୍ପୁଟନିକ-ଭି, ଖୁବ ଶୀଘ୍ର ହେବ ଉପଲବ୍ଧ

ମାସେ ଦୁଇମାସ ମଧ୍ୟରେ କରୋନା ଟୀକା ଉପଲବ୍ଧ ହେବ ବୋଲି ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା । ଟୀକା କେବେ ମିଳିବ? ଏହାର ମୂଲ୍ୟ କେତେ ହେବ? କେଉଁମାନଙ୍କୁ...

ଓଡିଶାର ୮ଟି ଜିଲ୍ଲାରେ ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି)ଅଧୀନରେ ତୈଳ...

ଗଳ୍ପ/ପ୍ରବନ୍ଧ/କବିତା

ଉମାଶଙ୍କର ପ୍ରସାଦ ପୂଣ୍ୟ ପୁରୁଷ ଉକôଳମଣି ଗୋପବନ୍ଧୁଙ୍କ ଠାରୁ ଓଡ଼ିଶାରେ ୧୯୧୯-୨୦ରେ ଦୁର୍ଭିକ୍ଷ ଦେଖାଦେଇଥିବା ବିଷୟରେ ମହାତ୍ମାଗାନ୍ଧୀ ଖବର ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କର ଜଣେ ପି୍ରୟ ଶିଷ୍ୟ ଅମୃତଲାଲ ଠକ୍କରଙ୍କୁ...

LATEST ARTICLES

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ଚିଠି  : ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ କରାଯାଉ

ଭୁବନେଶ୍ୱର  : ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ ପାଇଁ ଦାବି କରିଛି ଓଡିଶା । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ...

୨୪ ଘଣ୍ଟାରେ ସୁସ୍ଥ ହେଲେ ୩୬୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର  : ରାଜ୍ୟରେ ଶନିବାର ଦିନ କରୋନାରୁ ୩୬୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର...

ରାଜଧାନୀରେ ୨୪ ଘଂଟାରେ ୩୭୪ ପଜିଟିଭ୍ , ୩୮୯ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶନିବାର ଦିନ ଆଉ ୩୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୭୭ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ୨୯୭ ଲୋକାଲ୍...

୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା,...

ଦିନକରେ ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର  : ରାଜ୍ୟରେ ଗୋଟିଏ ଦିନରେ ୩୫୫୪ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୮୯୭୦୬୨ କୁ ବୃଦ୍ଧି ପାଇଛି ।  ସୂଚନା ଓ...

କୃଷକ ଆନେ୍ଦାଳନ : ଗୁପ୍ତଚର ଏଜେନସି ଦିଲ୍ଲୀ ପୋଲିସକୁ କଲେ ସତର୍କ

ନୂଆଦିଲ୍ଲୀ  : ଗୁପ୍ତଚର ଏଜେନସି ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ଏଜେନସିକୁ ସତର୍କ କରାଇଛି । ଗୁପ୍ତଚର ଏଜେନସି ଅନୁଯାୟୀ ପାକିସ୍ଥାନ ଭିତିକ ଆଇଏସଆଇର ପ୍ରତିନିଧିମାନେ ଚାଷୀଙ୍କ ନାମରେ ବିଶୃଙ୍ଖଳା ବିସ୍ତାର କରି...

ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଘୋଷଣା କଲେ ପର୍ଯ୍ୟବେକ୍ଷକ ତାଲିକା : ୬ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତନ କରିଛନ୍ତି । ସେ ୩୦ ଜିଲ୍ଲା ପାଇଁ ଦଳ...

ଅଯୋଧ୍ୟା ବିକାଶ ଯୋଜନା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର...

ଓଡ଼ିଶା ପୋଲିସ୍ରେ ନିଯୁକ୍ତି ପାଇଲେ ୩୯ କ୍ରୀଡାବିତ୍

ଭୁବନେଶ୍ୱର : : ଓଡ଼ିଶା ପୋଲିସ୍ ରେ ୩୦ ମହିଳା ସମେତ ୩୯ କ୍ରୀଡ଼ାବିତ୍ ଙ୍କୁ ନିଯୁକ୍ତି  ୩୯ କ୍ରୀଡାବିତ୍ ଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି...

ଡ଼େଲଟା ପ୍ଲସ ଭ୍ୟାରିଆଂଟ ବିଶେଷ ଘାତକୁ ନୁହେଁ

ଭୁବନେଶ୍ୱର : ଡ଼େଲଟା ପ୍ଲସ ଭ୍ୟାରିଆଂଟ ବିଶେଷ ଘାତକୁ ନୁହେଁ । ଯଦି ଘାତକ ହୋଇଥାଆନ୍ତା ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପିସାରନ୍ତାଣି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣଙ୍କ ଏବେ ସୁସ୍ଥ ଅଛନ୍ତି ।...

Most Popular

ଚଳିତବର୍ଷ କମିବ ସିଲାବସ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ...

ଅଯୋଦ୍ଧାରେ ହେବ ବିଶ୍ୱର ତୃତୀୟ ବୃହତ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ମା ଆସନ୍ତା ୫ ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହେବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବିଜେପି ର...

କରୋନା ଯୋଗୁ ଏ ବର୍ଷ ହେବନି ଅମରନାଥ ଯାତ୍ରା

ଜମ୍ମୁ-କାଶ୍ମୀର :  କରୋନା ଯୋଗୁ ଏବର୍ଷ ହେବନି ଅମରନାଥ ଯାତ୍ରା । ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ଏମିତି ସୂଚନା ଦିଆଯାଇଛି । କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ...

କୋଭିଡ଼ ଟୀକା ନେଇ କଥା ହେଲେ ନବୀନ

ଭୁବନେଶ୍ୱର : କରୋନା ଟୀକା ନେଇ ବହୁ ଅନୁଷ୍ଠାନ ଗବେଷଣା ଜାରି ରଖିଛନ୍ତି । ଇତିମଧ୍ୟରେ ରାଜ୍ୟରେ ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କୋଭିଡ଼ ଟୀକା ନେଇ ମୁଖ୍ୟମନ୍ତ୍ରୀ ନବୀନ...